ଦ୍ୱାରକା Dwārakā
- ସଂ. ବି. (ଦ୍ୱାର=ମୁକ୍ତିଦ୍ୱାର+କ+ସ୍ତ୍ରୀ. ଆ) — ଶ୍ରୀକୃଷ୍ଣଙ୍କ ରାଜଧାନୀ — The capital where Ṡrīkṛushṇa was holding his court
- ସଂ. ବି. (ଦ୍ୱାର=ମୁକ୍ତିଦ୍ୱାର+କ+ସ୍ତ୍ରୀ. ଆ) — [ଦ୍ର—ଏହା ବର୍ତ୍ତମାନ ଗୁଜରାଟର ପଶ୍ଚିମରେ ଅବସ୍ଥିତ; କିନ୍ତୁ ଶ୍ରୀକୃଷ୍ଣଙ୍କ ରାଜଧାନୀ ସମୁଦ୍ର ଗର୍ଭରେ ଲୀନ ହୋଇଅଛି ବୋଲି କଥିତ। ଏଠାରେ ବର୍ତ୍ତମାନ ଡାକୋର୍ଜୀ ଠାକୁର ଅଛନ୍ତି। ଏହା ହିନ୍ଦୁଙ୍କର ଗୋଟିଏ ତୀର୍ଥ ସ୍ଥାନ। ଏହା ବର୍ତ୍ତମାନ ବରୋଦା ମହାରାଜା ଗାଇକୱାଡ଼ଙ୍କ ଖାସ୍ ଦଖଲରେ ଅଛି ଓ ଉଷାମଣ୍ଡଳ ପ୍ରଗନା ଅନ୍ତର୍ଗତ। ମଦନମୋହନ. ତୀର୍ଥଦର୍ଶନ।]
- ଦେ. ବି. ପୁଂ — ଲୋକଙ୍କୁ ଦିଆଯିବା ନାମ — A name given to males