ଦ୍ୱାର ବଳିଭୁକ୍ Dwāra baḻibhuk

  • ସଂ. ବି (ଦ୍ୱାର+ବଳି+ଭୁଜ୍ ଧାତୁ+କର୍ତ୍ତୃ. କ୍ୱିପ୍ ଦ୍ୱାରବଳିଭୁଜ୍; 1 ମା. 1 ବ.) — କୁଆ; କାକ — Crow (Apte)
  • ସଂ. ବି (ଦ୍ୱାର+ବଳି+ଭୁଜ୍ ଧାତୁ+କର୍ତ୍ତୃ. କ୍ୱିପ୍ ଦ୍ୱାରବଳିଭୁଜ୍; 1 ମା. 1 ବ.) — ଘରଚଟିଆ ଚଢ଼େଇ, ଚଟକ — Sparrow (Apte)