ଦ୍ୱାର ପାଳପୂଜା Dwāra pāḻapūjā

  • ସଂ. ବି — ଦେବତାମାନଙ୍କ ପୂଜା ପୂର୍ବରୁ ମନ୍ଦିରର ଦ୍ୱାର— ଦେଶରେ ଅବସ୍ଥିତ ଦ୍ୱାରପାଳ ବିଗ୍ରହ— ମାନଙ୍କର ପୂଜା — The worship of the gatekeeper-deities before the worship of the main Deity