ଦ୍ୱାର ପଟ୍ଟ Dwāra paṭṭa

  • ସଂ. ବି ( 6 ଷ୍ଠୀ ତତ୍; ଦ୍ୱାର+ପଟ୍ଟ) — କବାଟର ପଟା ବା ଫାଳ — The panel of a door (Apte)
  • ସଂ. ବି ( 6 ଷ୍ଠୀ ତତ୍; ଦ୍ୱାର+ପଟ୍ଟ) — ଦ୍ୱାରରେ ଦିଆଯିବା ପରଦା — The curtain of a door (Apte)