ଦ୍ୱାଦଶାଦିତ୍ୟ Dwādaṡāditya

  • ସଂ. ବି — ସୂର୍ଯ୍ୟଙ୍କର ଶାସ୍ତ୍ରବର୍ଣ୍ଣିତ ଦ୍ୱାଦଶବିଧି ରୂପ ବା ନାମ — The 12 name of the Sun- god
  • ସଂ. ବି — [ଦ୍ର—ବାର, ଆତ୍ମନ୍, ବିବସ୍ୱାନ୍, ଅର୍ଯ୍ଯମା, ପୂଷା, ତ୍ୱଷ୍ଟା, ସବିତା, ଭଗ, ଧାତା, ବିଧାତା, ବରୁଣମିତ୍ର ଓ ଉରୁକ୍ରମ ଏହି 12 ଗୋଟି ସୂର୍ଯ୍ୟଙ୍କର ନାମ ଅଟେ।] — [ଦ୍ର—ବାର, ଆତ୍ମନ୍, ବିବସ୍ୱାନ୍, ଅର୍ଯ୍ଯମା, ପୂଷା, ତ୍ୱଷ୍ଟା, ସବିତା, ଭଗ, ଧାତା, ବିଧାତା, ବରୁଣମିତ୍ର ଓ ଉରୁକ୍ରମ ଏହି12ଗୋଟି ସୂର୍ଯ୍ୟଙ୍କର ନାମ ଅଟେ]