ଦ୍ୱାଦଶ ମଳ Dwādaṡa maḻa

  • ସଂ. ବି — ଦେହର 12 ପ୍ରକାରର ମଇଲା — ଦେହର12ପ୍ରକାରର ମଇଲା— The twelve kinds of execrations of human body
  • ସଂ. ବି — [ଦ୍ର—ବସା, ଶୁକ୍ର, ଅସୃକ୍, ମଜ୍ଜା, ମୂତ୍ର, ବିଷ୍ଠା, ନଖ, କର୍ଣ୍ଣମଳ, ଶ୍ଳେଷ୍ମା, ଅସ୍ଥି, ନେତ୍ରମଳ ଓ ସ୍ନେହ ଏମାନଙ୍କୁ ଦ୍ୱାଦଶମଳ କୁହାଯାଏ।]