ଦ୍ୱାଦଶ କର Dwādaṡa kara

  • ସଂ. ବି. (ବହୁବ୍ରୀହି; ଦ୍ୱାଦଶ=ବାର+କର=ଅଂଶୁ) — ଦ୍ୱାଦଶାଂଶୁ (ଦେଖ) — Dwādaṡāṁṡu (See)
  • ସଂ. ବି. (ବହୁବ୍ରୀହି; ଦ୍ୱାଦଶ=ବାର+କର=ଅଂଶୁ) — କାର୍ତ୍ତିକେୟ — A name of Kārttikeya (Apte)