ଦ୍ୱାଦଶ ଅକ୍ଷର Dwādaṡa akshara

  • ଦେ. ବି. (ସଂ. ଦ୍ୱାଦଶାକ୍ଷର) — ଓଁ ନମୋ ଭଗବତେ ବାସୁଦେବାୟ ଏହି ମନ୍ତ୍ର — A formula for worshipping bishṇu
  • ଦେ. ବି. (ସଂ. ଦ୍ୱାଦଶାକ୍ଷର) — ଏମନ୍ତ ଦ୍ୱାଦଶ ଅକ୍ଷର ଜପିବ ଶଏ ଆଠବାର। ଜଗନ୍ନାଥ. ଭାଗବତ।