ଦ୍ୱାତ୍ରିଂଶଲ୍ଲକ୍ଷଣ Dwātriṁṡallakshaṇa
- ସଂ. ବି.—(ଦିଗୁ; ଦ୍ୱାତ୍ରିଂଶତ୍+ଲକ୍ଷଣ) — ମହାପୁରୁଷମାନଙ୍କ ଦେହରେ ଥିବା 32 ଗୋଟି ଲକ୍ଷଣ ବା ଶୁଭ ଚିହ୍ନ — ମହାପୁରୁଷମାନଙ୍କ ଦେହରେ ଥିବା32ଗୋଟି ଲକ୍ଷଣ ବା ଶୁଭ ଚିହ୍ନ— Thirty-two specially auspicious marks found on the body of great men
- ସଂ. ବିଣ. ପୁଂ. (ବୁହବ୍ରୀହି) — ଯେଉଁ ମହା— ପୁରୁଷଙ୍କ ଦେହରେ 32 ଟି ଶୁଭ ଚିହ୍ନ ଥାଏ — ଯେଉଁ ମହା— ପୁରୁଷଙ୍କ ଦେହରେ32ଟି ଶୁଭ ଚିହ୍ନ ଥାଏ—(a person) Having thirty-two auspicious marks on the body