ଦ୍ୱନ୍ଦ୍ୱ Dwandwa
- ସଂ. ବି. (ଦ୍ୱି+ଦ୍ୱି; ସହାଭିବ୍ଯକ୍ତ; ଦ୍ୱୌ+ଦ୍ୱୌ (Apte) ନିପାତନ) — ସ୍ତ୍ରୀ ପୁରୁଷ; ମିଥୁନ; ଯୁଗଳ; ମାଈ ଅଣ୍ଡିରା; ଯୋଡ଼ା — Husband and wife; a couple; a brace; a male and female together
- ସଂ. ବି. (ଦ୍ୱି+ଦ୍ୱି; ସହାଭିବ୍ଯକ୍ତ; ଦ୍ୱୌ+ଦ୍ୱୌ (Apte) ନିପାତନ) — ଯୁଗ୍ମ; ଦ୍ୱୟ — Any two things taken together; a pair
- ସଂ. ବି. (ଦ୍ୱି+ଦ୍ୱି; ସହାଭିବ୍ଯକ୍ତ; ଦ୍ୱୌ+ଦ୍ୱୌ (Apte) ନିପାତନ) — ସୁଖ ଦୁଃଖ, ରାଗ ଦ୍ୱେଷ ଆଦି ପରସ୍ପରବିରୁଦ୍ଧ ଭାବ— ଦ୍ୱୟ — Two opposite feelings or sensations
- ସଂ. ବି. (ଦ୍ୱି+ଦ୍ୱି; ସହାଭିବ୍ଯକ୍ତ; ଦ୍ୱୌ+ଦ୍ୱୌ (Apte) ନିପାତନ) — ପରସ୍ପରବିରୁଦ୍ଧ ବସ୍ତୁ ବା ଗୁଣ ଶବ୍ଦଦୟ — Relative or contradictory terms, things or qualities
- ସଂ. ବି. (ଦ୍ୱି+ଦ୍ୱି; ସହାଭିବ୍ଯକ୍ତ; ଦ୍ୱୌ+ଦ୍ୱୌ (Apte) ନିପାତନ) — (ଯଥା—ପାପପୁଣ୍ୟ, ରାଜାପ୍ରଜା, ବାଳବୃଦ୍ଧ, ଶତ୍ରୁମିତ୍ର, କଠିନତା କୋମଳତା, ସୁଖ ଦୁଃଖ, ସ୍ତ୍ରୀ ପୁରୁଷ ଇତ୍ୟାଦି।)
- ସଂ. ବି. (ଦ୍ୱି+ଦ୍ୱି; ସହାଭିବ୍ଯକ୍ତ; ଦ୍ୱୌ+ଦ୍ୱୌ (Apte) ନିପାତନ) — ବିବାଦ — Strife; dispute
- ସଂ. ବି. (ଦ୍ୱି+ଦ୍ୱି; ସହାଭିବ୍ଯକ୍ତ; ଦ୍ୱୌ+ଦ୍ୱୌ (Apte) ନିପାତନ) — ଯୁଦ୍ଧ — Fight
- ସଂ. ବି. (ଦ୍ୱି+ଦ୍ୱି; ସହାଭିବ୍ଯକ୍ତ; ଦ୍ୱୌ+ଦ୍ୱୌ (Apte) ନିପାତନ) — ବିନତା ନନ୍ଦନଦ୍ୱନ୍ଦ୍ୱ ଦ୍ୱନ୍ଦ୍ୱ କଲା ପ୍ରାୟେ। ଭଞ୍ଜ. ବୈଦେହୀଶବିଳାସ।
- ସଂ. ବି. (ଦ୍ୱି+ଦ୍ୱି; ସହାଭିବ୍ଯକ୍ତ; ଦ୍ୱୌ+ଦ୍ୱୌ (Apte) ନିପାତନ) — ଦ୍ୱନ୍ଦ୍ୱ ଯୁଦ୍ଧ; ଦୁଇ ଜଣଙ୍କ ମଧ୍ୟରେ ହେବା ଯୁଦ୍ଧ — Duel
- ସଂ. ବି. (ଦ୍ୱି+ଦ୍ୱି; ସହାଭିବ୍ଯକ୍ତ; ଦ୍ୱୌ+ଦ୍ୱୌ (Apte) ନିପାତନ) — କଳହ — Quarrel
- ସଂ. ବି. (ଦ୍ୱି+ଦ୍ୱି; ସହାଭିବ୍ଯକ୍ତ; ଦ୍ୱୌ+ଦ୍ୱୌ (Apte) ନିପାତନ) — ରହସ୍ୟ — Mystery; secret
- ସଂ. ବି. (ଦ୍ୱି+ଦ୍ୱି; ସହାଭିବ୍ଯକ୍ତ; ଦ୍ୱୌ+ଦ୍ୱୌ (Apte) ନିପାତନ) — ଦୁଇଟି ବିଶେଷ୍ୟ ପଦର ଏକତ୍ର ମିଳନରୂପ ସମାସ (ଏ ସମାସରେ ଉଭୟ ପଦର ଅର୍ଥର ପ୍ରାଧାନ୍ୟ ରହେ।) — A grammatical commpound word consisting of two grammatically similar nouns joined together by the copulative conjuction 'and'