ଦ୍ୱନ୍ଦ୍ୱଚର Dwandwachara
- ସଂ. ବି. (ଦ୍ୱନ୍ଦ୍ୱ= ସ୍ତ୍ରୀ ପୁରୁଷ ଯୋଡ଼ା+ଚର୍ ଧାତୁ+ଅ; ଯେ ଯୋଡ଼ା ଯୋଡ଼ା ହୋଇ ବିଚରଣ କରନ୍ତି) — ଚକ୍ରବାକ ମିଥୁନ; ଚକୁଆ ଚକେଈ — The Ruddy Goose (which always live and move about in couples); Anas casarea
- ବିଣ — ଯେ ଯୋଡ଼ା ଯୋଡ଼ା ହୋଇ ବୁଲନ୍ତି — Living and moving about in couples or pairs