ଦ୍ୱନ୍ଦିବା Dwandibā

  • ଦେ. କ୍ରି. (ସଂ. ଦ୍ୱନ୍ଦ) — ବିବାଦ କରିବା — To dispute
  • ଦେ. କ୍ରି. (ସଂ. ଦ୍ୱନ୍ଦ) — ମହାବାତ୍ୟା ଯଥା—ଅମା—ସୌରୀ—ସ୍ୱାତି ଯୋରେ ସିନ୍ଧୁସହ ଦ୍ୱନ୍ଦି ଧାଏଁ ବିଶ୍ୱ ଧ୍ୱଂସିବାକୁ। ରାଧାନାଥ. ମହାଯାତ୍ରା।