ଦ୍ୱନ୍ଦବାଦ Dwandabāda

  • ଦେ. ବି — କଳହ; ଶତ୍ରୁତା — Quarrel; enmity
  • ଦେ. ବି — ଦ୍ୱନ୍ଦବାଦ କରିଣ ଅଚ୍ୟୁତ ଗଣଠାରେ। ପ୍ରାଚୀ. ଶ୍ରୀଗୁରୁଭକ୍ତି ଗୀତ।