ଦ୍ୱଇତ ବନ Dwaita bana

  • ଗ୍ରା. (ପଦ୍ଯ) ବି — ଦ୍ୱୈତ ବନ (ଦେଖ) — Dwa̲i̱ta bana (See)
  • ଗ୍ରା. (ପଦ୍ଯ) ବି — ସେଠାରେ ଏକାଦଶ ବର୍ଷ କରି ଶେଷ ଦ୍ୱଇତ ବନେ ଆସି ହେଲେ ପରବେଶ। କୃଷ୍ଣସିଂହ. ମହାଭାରତ. ବନ।