ଦ୍ରୌପଦେୟ Dra̲u̲padeya
- ସଂ. ବି. ପୁଂ—(ଦ୍ରୌପଦୀ+ଅପତ୍ୟାର୍ଥେ ଏୟ) — ଦ୍ରୌପଦୀଙ୍କ ଗର୍ଭରୁ ପଞ୍ଚପାଣ୍ଡବଙ୍କ ଔରସ ପାଞ୍ଚ ପୁତ୍ର — The 5 sons born of dra̲u̲padī to the 5 husbands respectively
- ସଂ. ବି. ପୁଂ—(ଦ୍ରୌପଦୀ+ଅପତ୍ୟାର୍ଥେ ଏୟ) — [ଦ୍ରୌପଦୀଙ୍କ ଗର୍ଭରୁ ଯୁଧିଷ୍ଠିରଙ୍କ ଔରସ ପ୍ରତିବନ୍ଧ୍ୟ, ଭୀମଙ୍କର ଶ୍ରୁତସୋମ, ଅର୍ଜୁନଙ୍କର ଶ୍ରୁତକର୍ମା, ନକୁଳଙ୍କର ଶତାନିକ ଓ ସହଦେବଙ୍କର ଶ୍ରୁତସେନ ନାମକ 5 ପୁତ୍ର ଯଥାକ୍ରମେ ଜନ୍ମଲାଭ କରିଥିଲେ ।] — [ଦ୍ରୌପଦୀଙ୍କ ଗର୍ଭରୁ ଯୁଧିଷ୍ଠିରଙ୍କ ଔରସ ପ୍ରତିବନ୍ଧ୍ୟ, ଭୀମଙ୍କର ଶ୍ରୁତସୋମ, ଅର୍ଜୁନଙ୍କର ଶ୍ରୁତକର୍ମା, ନକୁଳଙ୍କର ଶତାନିକ ଓ ସହଦେବଙ୍କର ଶ୍ରୁତସେନ ନାମକ5ପୁତ୍ର ଯଥାକ୍ରମେ ଜନ୍ମଲାଭ କରିଥିଲେ ]