ଦ୍ରେକ୍କାଣ Drekkāṇa

  • ସଂ. ବି. (ଜ୍ୟୋତିଷ; ତୁଳ. ଗ୍ରୀକ୍ ଦ୍ରେକାନସ୍) — ରାଶିର 3 ୟ ଅଂଶର ଅଧିପତି ଗ୍ରହ — ରାଶିର3ୟ ଅଂଶର ଅଧିପତି ଗ୍ରହ— . The planetary regent of one-third of a zodiacal sign; the Drecanus of European astrology
  • ସଂ. ବି. (ଜ୍ୟୋତିଷ; ତୁଳ. ଗ୍ରୀକ୍ ଦ୍ରେକାନସ୍) — ଫଳିତ ଜ୍ୟୋତିଷର ଏକ ରାଶିର ତୃତୀୟ ଭାଗ ବା ଦଶ ଡିଗ୍ରୀ ପରିମିତ ଅଂଶ — (astrology) One third of a sign of the zodiac
  • ସଂ. ବି. (ଜ୍ୟୋତିଷ; ତୁଳ. ଗ୍ରୀକ୍ ଦ୍ରେକାନସ୍) — [ଦ୍ର—ରାଶିଚକ୍ର 360 ଡିଗ୍ରୀ; ପ୍ରତ୍ୟେକ ରାଶି 30 ଡିଗ୍ରୀ ଓ ପ୍ରତ୍ୟେକ ଦ୍ରେକ୍କାଣ 10 ଡିଗ୍ରି। ପ୍ରତ୍ୟେକ ଦ୍ରେକ୍କାଣର ଅଧିପତି ଗୋଟିଏ ଲେଖାଏଁ ଗ୍ରହ ଅଟନ୍ତି। ଏକ ରାଶିର ଅଧିପତି ଗ୍ରହ ଉକ୍ତ ରାଶିର ପ୍ରଥମ ଦ୍ରେକ୍କାଣର ଅଧିପତି ଅଟନ୍ତି। ଉକ୍ତ ରାଶିଠାରୁ 5 ମ ରାଶିର ଅଧିପତି ଗ୍ରହ ଦ୍ୱିତୀୟ ଦ୍ରେକ୍କାଣର ଅଧିପତି ଓ 9 ମ ରାଶିର ଅଧିପତି ତୃତୀୟ ଦ୍ରେକ୍କାଣର ଅଧିପତି ଅଟନ୍ତି। ଶୁଭ ଗ୍ରହର ଦ୍ରେକ୍କାଣର ନାମ ଜଳ ଓ ଅଶୁଭ ଗ୍ରହର ଦ୍ରେକ୍କାଣର ନାମ ଦହନ। ଜଳ ଦ୍ରେକ୍କାଣରେ ଯେଉଁ ବ୍ଯକ୍ତିର ଜନ୍ମ ହୋଇଥାଏ ଜଳରେ ତାହାର ମୃତ୍ୟୁ ହୁଏ; ଦହନ ଦ୍ରେକ୍କାଣରେ ଯାହାର ଜନ୍ମ, ଅଗ୍ନିରେ ତାହାର ମୃତ୍ୟୁ ଘଟେ। ହି. ଶବ୍ଦସାଗର।] — [ଦ୍ର—ରାଶିଚକ୍ର360ଡିଗ୍ରୀ; ପ୍ରତ୍ୟେକ ରାଶି30ଡିଗ୍ରୀ ଓ ପ୍ରତ୍ୟେକ ଦ୍ରେକ୍କାଣ10ଡିଗ୍ରି ପ୍ରତ୍ୟେକ ଦ୍ରେକ୍କାଣର ଅଧିପତି ଗୋଟିଏ ଲେଖାଏଁ ଗ୍ରହ ଅଟନ୍ତି ଏକ ରାଶିର ଅଧିପତି ଗ୍ରହ ଉକ୍ତ ରାଶିର ପ୍ରଥମ ଦ୍ରେକ୍କାଣର ଅଧିପତି ଅଟନ୍ତି ଉକ୍ତ ରାଶିଠାରୁ5ମ ରାଶିର ଅଧିପତି ଗ୍ରହ ଦ୍ୱିତୀୟ ଦ୍ରେକ୍କାଣର ଅଧିପତି ଓ9ମ ରାଶିର ଅଧିପତି ତୃତୀୟ ଦ୍ରେକ୍କାଣର ଅଧିପତି ଅଟନ୍ତି ଶୁଭ ଗ୍ରହର ଦ୍ରେକ୍କାଣର ନାମ ଜଳ ଓ ଅଶୁଭ ଗ୍ରହର ଦ୍ରେକ୍କାଣର ନାମ ଦହନ ଜଳ ଦ୍ରେକ୍କାଣରେ ଯେଉଁ ବ୍ଯକ୍ତିର ଜନ୍ମ ହୋଇଥାଏ ଜଳରେ ତାହାର ମୃତ୍ୟୁ ହୁଏ; ଦହନ ଦ୍ରେକ୍କାଣରେ ଯାହାର ଜନ୍ମ, ଅଗ୍ନିରେ ତାହାର ମୃତ୍ୟୁ ଘଟେ ହି. ଶବ୍ଦସାଗର]