ଦ୍ରୁହ୍ୟୂ Druhyū

  • ସଂ. ବି. (ନାମ) — ଶର୍ମିଷ୍ଠାଙ୍କ ଗର୍ଭଜାତ ଯଯାତିଙ୍କର ଏକ ପୁତ୍ର — Name of a son of King J̄aj̄āti
  • ସଂ. ବି. (ନାମ) — ତ୍ରିପୁରା ରାଜବଂଶର ବଂଶାବଳୀ (ରାଜମାଳା) ମତରେ ତ୍ରିପୁରା ରାଜବଂଶର ପ୍ରଥମ ପ୍ରତିଷ୍ଠାତା ଚନ୍ଦ୍ରବଂଶୀୟ ରାଜା — Name of the founder of the Raj-family of the Hill Tippera State