ଦ୍ରୁହଣ Druhaṇa

  • ସଂ. ବି.—(ଦ୍ରୁହ୍ ଧାତୁ+କର୍ତ୍ତୃ ଅନ; ଯେ ଦୃଷ୍ଟକୁ ବଧ କରନ୍ତି) — ବ୍ରହ୍ମା — Brahmā
  • ସଂ. ବି.—(ଦ୍ରୁହ୍ ଧାତୁ+କର୍ତ୍ତୃ ଅନ; ଯେ ଦୃଷ୍ଟକୁ ବଧ କରନ୍ତି) — ବିଷ୍ଣୁ — Bishṇu