ଦ୍ରୁହ Druha

  • ସଂ. ବିଣ. (ଦ୍ରୁହ୍ ଧାତୁ+କ୍ୱିପ) — ବିଦ୍ରୋହୀ — Rebellious
  • ସଂ. ବି. ପୁଂ. — ପୁତ୍ର — Son
  • ସଂ. ବି. ପୁଂ. — ବୃକ୍ଷ — Tree