ଦ୍ରୁତ ବିଳମ୍ବ Druta biḻamba

  • ସଂ. ବି. (ଦ୍ରୁତ+ବିଳମ୍ବ) — 4 ର୍ଥ, 7 ମ, 10 ମ ଓ 12 ଶ ବର୍ଣ୍ଣ ଗୁରୁ ଥିବା ଦ୍ୱାଦଶାକ୍ଷରବିଶିଷ୍ଟ ସଂସ୍କୃତ ଛନ୍ଦୋବିଶେଷ — 4ର୍ଥ,7ମ,10ମ ଓ12ଶ ବର୍ଣ୍ଣ ଗୁରୁ ଥିବା ଦ୍ୱାଦଶାକ୍ଷରବିଶିଷ୍ଟ ସଂସ୍କୃତ ଛନ୍ଦୋବିଶେଷ—The name of a Sanskrit metre of 12 syllables
  • ସଂ. ବି. (ଦ୍ରୁତ+ବିଳମ୍ବ) — (ହି.—ଏହି ଛନ୍ଦର ଅନ୍ଯ ନାମ ସୁନ୍ଦରୀ।)