ଦ୍ରୁଘଣ Drughaṇa
- ସଂ. ବି. (ଦ୍ରୁ=ବୃକ୍ଷ+ହନ୍ ଧାତୁ=ବଧ କରିବା+ଅ) — ଲୌହ ମୁଦ୍ଗର — Iron mallet; iron club
- ସଂ. ବି. (ଦ୍ରୁ=ବୃକ୍ଷ+ହନ୍ ଧାତୁ=ବଧ କରିବା+ଅ) — କୁରାଢ଼ୀ — An axe; hatchet
- ସଂ. ବି. (ଦ୍ରୁ=ବୃକ୍ଷ+ହନ୍ ଧାତୁ=ବଧ କରିବା+ଅ) — ବ୍ରହ୍ମା — Brahmā
- ସଂ. ବି. (ଦ୍ରୁ=ବୃକ୍ଷ+ହନ୍ ଧାତୁ=ବଧ କରିବା+ଅ) — (ଗଛ ମରିଯିବା ପରେ ଏ ଫୁଲ ଭୂମିରୁ ବାହାରେ) ଭୂଇଁ ଚମ୍ପା — Kœmhferia Rotunda (a flowering plant.)