ଦ୍ରାଘିୟାନ୍ Drāghiyān

  • ସଂ. ବିଣ. (ଦୀର୍ଘ+ଅତ୍ୟର୍ଥେ. ଈୟସ୍) — ଦ୍ରାଘିଷ୍ଠ (ଦେଖ) — Drāghishṭha (See)
  • ସଂ. ବିଣ. (ଦୀର୍ଘ+ଅତ୍ୟର୍ଥେ. ଈୟସ୍) — [ଦ୍ର—ଦ୍ରାଘିୟାନ୍ର ଅର୍ଥ ଦୀର୍ଘତର।]