ଦୌର୍ଭାଗିନେୟ Da̲u̲rbhāgineya

  • ସଂ. ବି. ପୁଂ (ଦୁର୍ଭଗା+ଅପତ୍ୟାର୍ଥେ ଏୟ; ନିପାତନ) — ଭାଗ୍ୟହୀନା ବା ସ୍ୱାମିପରିତ୍ୟକ୍ତା ସ୍ତ୍ରୀର ସନ୍ତାନ — The son of an unfortunate or deserted woman