ଦୌର୍ଗତ୍ୟ Da̲u̲rgatya

  • ସଂ. ବି (ଦୁର୍ଗତି+ଭାବ. ଯ) — ଦାରିଦ୍ର୍ୟ — Poverty; wretchedness
  • ସଂ. ବି (ଦୁର୍ଗତି+ଭାବ. ଯ) — ଦୁରବସ୍ଥା — Misery
  • ସଂ. ବି (ଦୁର୍ଗତି+ଭାବ. ଯ) — ମଳିନତା — Dirtiness