ଦୌଖେବାର୍ Da̲u̲khebār
- ବୈଦେ. (ରୁଷ୍ ଭାଷା) — ରୁଷିଆର ଅଧିବାସୀ ଜାତି— ବିଶେଷ — The Daukhebars; a class of people of Russia
- ବୈଦେ. (ରୁଷ୍ ଭାଷା) — [ଦ୍ର—ଏମାନେ ଅଷ୍ଟାଦଶ ଶତାବ୍ଦୀରେ ଯୁଦ୍ଧ କରିବାକୁ ଅସ୍ୱୀକାର କରିବାରୁ ରୁଷିଆ ଗଭର୍ଣ୍ଣମେଣ୍ଟ ରାଜ୍ୟରୁ ସାତ ହଜାର ଲୋକଙ୍କୁ ତଡ଼ି ଦେଇଥିଲେ। ସେଠାରୁ ଯାଇ ଏମାନେ ଉତ୍ତର ଆମେରିକା କାନେଡ଼ା ରାଜ୍ୟର ନେଲ୍ସନ୍ ସହରର 20 ମାଇଲ ପୂର୍ବରେ ଉପନିବେଶ ସ୍ଥାପନ କଲେ। ଏମାନଙ୍କ ବଂଶଧରମାନେ ସେଠାରେ ଅଛନ୍ତି। ଏମାନେ ଲଙ୍ଗଳା ରହନ୍ତି; ଆମିଷ ଭକ୍ଷଣ କରନ୍ତି ନାହିଁ ଓ ଲୋମବସ୍ତ୍ର ପିନ୍ଧନ୍ତି ନାହିଁ। ଏମାନେ ରୁଷିଆ ସଂସ୍କାରକ ଓ ଲେଖକ କାଉଣ୍ଟ୍ ଟଲଷ୍ଟଏ — [ଦ୍ର—ଏମାନେ ଅଷ୍ଟାଦଶ ଶତାବ୍ଦୀରେ ଯୁଦ୍ଧ କରିବାକୁ ଅସ୍ୱୀକାର କରିବାରୁ ରୁଷିଆ ଗଭର୍ଣ୍ଣମେଣ୍ଟ ରାଜ୍ୟରୁ ସାତ ହଜାର ଲୋକଙ୍କୁ ତଡ଼ି ଦେଇଥିଲେ ସେଠାରୁ ଯାଇ ଏମାନେ ଉତ୍ତର ଆମେରିକା କାନେଡ଼ା ରାଜ୍ୟର ନେଲ୍ସନ୍ ସହରର20ମାଇଲ ପୂର୍ବରେ ଉପନିବେଶ ସ୍ଥାପନ କଲେ ଏମାନଙ୍କ ବଂଶଧରମାନେ ସେଠାରେ ଅଛନ୍ତି ଏମାନେ ଲଙ୍ଗଳା ରହନ୍ତି; ଆମିଷ ଭକ୍ଷଣ କରନ୍ତି ନାହିଁ ଓ ଲୋମବସ୍ତ୍ର ପିନ୍ଧନ୍ତି ନାହିଁ ଏମାନେ ରୁଷିଆ ସଂସ୍କାରକ ଓ ଲେଖକ କାଉଣ୍ଟ୍ ଟଲଷ୍ଟଏ(Count Tolstoy)ଙ୍କ ମତାବଲମ୍ବୀ ଓ ଏକେଶ୍ୱରବାଦୀ; ଏମାନେ ଶାସନତନ୍ତ୍ରକୁ ମାନନ୍ତି ନାହିଁ ଓ ସରକାରଙ୍କୁ ଖଜଣା ଦିଅନ୍ତି ନାହିଁ ଏମାନେ ଅଳ୍ପାହାରୀ ଓ ଭୂମି— ଶାୟୀ ଏମାନେ ରୁଷ୍ଭାଷା ବ୍ଯବହାର କରନ୍ତି]