ଦୋହୁଣୀ Dohuṇī

  • ଦେ. ବି (ସଂ. ଦୋହନ) — ଛନ୍ଦ; ଦୁଷ୍ଟ ନାତୋଈ ଗାଈକୁ ଦୁହିଁବାବେଳେ ତା ପଛ ଗୋଡ଼କୁ ଯେଉଁ ଦଉଡ଼ିରେ ଛନ୍ଦନ୍ତି — A cord to the hind legs of a vicious cow while she is being milked