ଦୋହିତୀ Dohitī

  • ଗ୍ରା (ପଦ୍ଯ) ବି. ସ୍ତ୍ରୀ (ସଂ. ଦୁହିତା) — ଦୁହିତା (ଦେଖ) — Duhitā (See)
  • ଗ୍ରା (ପଦ୍ଯ) ବି. ସ୍ତ୍ରୀ (ସଂ. ଦୁହିତା) — କୁରରୀ ପକ୍ଷୀ ପରି ଦ୍ରୁପଦ ଦୋହିତୀ ପାଡ଼ିଲେ ଉଚ୍ଚେ ଡକା ଚିନ୍ତାଧରି ମତି—କୃଷ୍ଣସିଂହ. ମହାଭାରତ. ଦ୍ରୋଣ।