ଦୋହି Dohi

  • ଦେ. ବି — ଦୋହାଇ (ଦେଖ) — Dohāi (See)
  • ଦେ. ବି — ଇନ୍ଦ୍ରଦ୍ୟୁମ୍ନ ତୀରେ ହାତେ ଲିଆ ଧରି ଡାକଇ କୌତୁକୀ ହୋଇ କମଠକୁ ଯାତ୍ରୀ, ନ ଆସିଲେ ତହୁଁ ଦିଏ ଗଙ୍ଗେଶ୍ୱର ଦୋହି। ରାଧାନାଥ. ପାର୍ବତୀ।