ଦୋହଲାଇବା Dohalāibā
- ଦେ. କ୍ରି. (ସଂ. ଦୁଳ୍ ଧାତୁ ଣିଜନ୍ତ) — ଦୋହଲିବା କ୍ରିୟାର ଣିଜନ୍ତ ରୂପ — The causative from of Dohalibā
- ଦେ. କ୍ରି. (ସଂ. ଦୁଳ୍ ଧାତୁ ଣିଜନ୍ତ) — ଝୁଲାଇବା — 3. To slacken; to loosen
- ଦେ. କ୍ରି. (ସଂ. ଦୁଳ୍ ଧାତୁ ଣିଜନ୍ତ) — ଝୁଙ୍କାଇବା — To slacken; to loosen
- ଦେ. କ୍ରି. (ସଂ. ଦୁଳ୍ ଧାତୁ ଣିଜନ୍ତ) — ବ୍ରହ୍ମା ଭୟ ପାଇଣ ପଦ୍ମନାଡ ଧରି ଦୋହଲାନ୍ତେ ଉଠିଲେ ସେ ଘେନି ମୁରାରି—କୃଷ୍ଣସିଂହ. ମହାଭାରତ. ବନ।
- ଦେ. କ୍ରି. (ସଂ. ଦୁଳ୍ ଧାତୁ ଣିଜନ୍ତ) — ଇତସ୍ତତଃ ସଞ୍ଚାଳିତ କରିବା — To wave; to move to and fro
- ଦେ. କ୍ରି. (ସଂ. ଦୁଳ୍ ଧାତୁ ଣିଜନ୍ତ) — ତେବେ ସେ ମୁଖମଣ୍ଡଳକୁ ଦୋହଲାଇ—କୃଷ୍ଣସିଂହ. ମହାଭାରତ ସଭା।