ଦୋହଦ ଦାନ Dohada dāna

  • ସଂ. ବି. ( 6 ଷ୍ଠୀ ତତ୍; ଦୋହଦ+ଦାନ) — ଗର୍ଭିଣୀକୁ ସ୍ପୃହଣୀୟ ବସ୍ତୁ ଖାଇବାକୁ ଦେବା; ସାଧ ଖୁଆଇବା — Offering of desired things to a longing pregnent woman