ଦୋସନ୍ଧି Dosandhi

  • ଦେ. ବି (ସଂ. ଦ୍ୱି ଓ ସନ୍ଧି) — ଦୁଇ ବସ୍ତୁ ମଧ୍ୟରେ ଥିବା ସନ୍ଧି — Interstice; crevice
  • ଦେ. ବି (ସଂ. ଦ୍ୱି ଓ ସନ୍ଧି) — ଦୁଇ ସୀମା ମଧ୍ୟରେ ଥିବା ଫାଙ୍କ — The space between two boundaries
  • ଦେ. ବି (ସଂ. ଦ୍ୱି ଓ ସନ୍ଧି) — (ଲକ୍ଷଣାର୍ଥ) ବିଷମ ସମସ୍ୟା — (figurative) Dilemma
  • ଦେ. ବି (ସଂ. ଦ୍ୱି ଓ ସନ୍ଧି) — ଏହିପରି ଦୋସନ୍ଧିରେ ପଡ଼ି ଛଟପଟ ହୋଇ ଦଶରଥ କେତେବେଳ ଉତ୍ତାରୁ ଟିକିଏ ଦମ୍ଭ ହେଲେ। ନୀଳକଣ୍ଠଦାଶ. ପିଲାଙ୍କ ରାମାୟଣ।