ଦୋଷାଦୋଷ Doshādosha

  • ସଂ. ବି. (ବିପରୀତାର୍ଥକ ସହଚର ଶବ୍ଦ; ଦ୍ୱନ୍ଦ୍ୱ; ଦୋଷ+ ଅଦୋଷ) — ଦୋଷ ଓ ଗୁଣ — Faults and good parts (of a man)
  • ସଂ. ବି. (ବିପରୀତାର୍ଥକ ସହଚର ଶବ୍ଦ; ଦ୍ୱନ୍ଦ୍ୱ; ଦୋଷ+ ଅଦୋଷ) — କୌଣସି ବିଷୟର ଭଲ ଓ ମନ୍ଦ କଥା — The good and the bad of a matter