ଦୋଷାକାର Doshākara

  • ସଂ. ବି. ( 6 ଷ୍ଠୀ ତତ୍; ଦୋଷ+ଆକର) — ମହାପାପୀ — Very sinful
  • ସଂ. ବି. ( 6 ଷ୍ଠୀ ତତ୍; ଦୋଷ+ଆକର) — ଅପରାଧୀ — Guilty
  • ସଂ. ବି. ( 6 ଷ୍ଠୀ ତତ୍; ଦୋଷ+ଆକର) — ଯେଉଁ ଲୋକଠାରେ ଦୋଷର ମାତ୍ରା ଅତି ଅଧିକ — Full of faults
  • ସଂ. ବି. ( 6 ଷ୍ଠୀ ତତ୍; ଦୋଷ+ଆକର) — (ଦୋଷା=ରାତ୍ରି+କୃ ଧାତୁ+କର୍ତ୍ତୃ. ଅ; କିମ୍ବା ଦୋଷାରେ କର ଦିଅନ୍ତି ଯେ=ନିଶାକାର)—ଚନ୍ଦ୍ର — The moon (lit. the night-maker or emitting rays in the night)