ଦୋଷନୀୟ Doshanīya

  • ଦେ. ବିଣ. (ସଂ. ଦୂଷଣୀୟର ଅଶୁଦ୍ଧ ବ୍ଯବହାର) — ଦୂଷଣୀୟ; ଦୋଷାରୋପଯୋଗ୍ୟ — To be found fault with; faulty; blameable