ଦୋଷ ଖଣ୍ଡେଇବା Dosha khaṇḍeibā

  • ଦେ. କ୍ରି — ଆପଣା ଉପରେ ଆରୋପିତ ଦୋଷରୁ ଆପେ ମୁକ୍ତ ହେବାର ଉପାୟ କରିବା — To wipe out a blot from one's self; to repel an accusation
  • ଦେ. କ୍ରି — ଅନ୍ୟର ଅପରାଧ ବା ଦୋଷ କ୍ଷମା କରିବା — To forgive another's fault