ଦୋଷ ଖଣ୍ଡନ Dosha khaṇḍana

  • ସଂ. ବିଣ ( 6 ଷ୍ଠୀ ତତ୍; ଦୋଷ+ଖଣ୍ଡନ) — କୃତ ଅପରାଧର ମାର୍ଜନା; ଦୋଷକୁ କ୍ଷମା କରିବା; ଦୋଷରୁ ମୁକ୍ତି ଦେବା — Forgiving of a guilt
  • ସଂ. ବିଣ ( 6 ଷ୍ଠୀ ତତ୍; ଦୋଷ+ଖଣ୍ଡନ) — କୃତ ଅପରାଧର ପ୍ରାୟଶ୍ଚିତ୍ତ — Expiation for one's sins
  • ସଂ. ବିଣ ( 6 ଷ୍ଠୀ ତତ୍; ଦୋଷ+ଖଣ୍ଡନ) — ନିଜ ଉପରେ ଆରୋପିତ ଦୋଷ ଆପେ ନ କରିଥିବା ବିଷୟ ପ୍ରମାଣିତ କରିବା — Proving of one's innocence; defence of oneself