ଦୋଳିବା Doḻibā

  • ଦେ. କ୍ରି. — ଦୋଳିରେ ଝୁଲିବା; ଦୋହଲିବା — To swing to and fro; to oscillate
  • ଦେ. କ୍ରି. — ଦୋଳନ୍ତି ସରୋବର ପୁରି ରାବରେ ରାଧାନାଥ, ମେଘଦୂତ।
  • ଦେ. କ୍ରି. — ହଲିବା — To rock; to shake
  • ଦେ. କ୍ରି. — ତୁଚ୍ଛା କଥା ବଳେ ଯେତେ ମଥା ଦୋଳୁ ନ ଫିଟେ ରତନ ଆକର। ଭିକାରୀ. ଗୀତଲହରୀ।