ଦୋଶାଲ Doṡāla
- ବୈଦେ. ବି. (ଫା. ଦୁଶାଲା; ତୁଳ ସଂ. ଦ୍ୱି+ଶାଟୀ) — ଏକତ୍ର ଯୋଡ଼ା ହୋଇଥିବା ଦୁଇ ଖଣ୍ଡ ଶାଲ — A pair of shawls put together
- ବୈଦେ. ବି. (ଫା. ଦୁଶାଲା; ତୁଳ ସଂ. ଦ୍ୱି+ଶାଟୀ) — [ଦ୍ର—ଶାଲ ଶବ୍ଦ ସଙ୍ଗେ ଏହି ଶବ୍ଦ ସହଚରରୂପେ ବ୍ଯବହୃତ ହୁଏ ଯଥା—ଶାଲ ଦୋଶାଲ—ବହୁମୂଲ୍ୟର ଶୀତ ବସ୍ତ୍ରମାନ।]