ଦୋଳିକା Doḻikā

  • ସଂ. ବି. ସ୍ତ୍ରୀ (ଦୋଳ+କ+ସ୍ତ୍ରୀ. ଆ) — ଛୋଟ ଦୋଳା — A small swing
  • ସଂ. ବି. ସ୍ତ୍ରୀ (ଦୋଳ+କ+ସ୍ତ୍ରୀ. ଆ) — ହାନ୍ଦୋଳା — A sedan chair