ଦୋଳ ଦଶହରା Doḻa daṡaharā

  • ଦେ. ବି (ସହଚର ଶବ୍ଦ) — ବର୍ଷକ ମଧ୍ୟରେ ହିନ୍ଦୁର ଦୁଇଗୋଟି ପ୍ରଧାନ ପର୍ବ (ଯଥା—ଫାଲ୍ଗୁନରେ ଦୋଳଯାତ୍ରା ଓ ଆଶ୍ୱିନରେ ଦୁର୍ଗା ପୂଜା) — The two chief festivals of the Hindus in a year, viz. Doḻaj̄ātrā and durgāpūjā
  • ଦେ. ବି (ସହଚର ଶବ୍ଦ) — [ଦ୍ର—ଆମ ଦେଶରେ ବର୍ଷକରେ ଏହି ଦୁଇ ଉତ୍ସବରେ ପରି- ବାରସ୍ଥ ବ୍ଯକ୍ତିଗଣଙ୍କୁ ଓ ଭୃତ୍ୟାଦିଙ୍କୁ ଗୃହସ୍ୱାମୀ ନୂଆ ଲୁଗା ଦିଅନ୍ତି।]