ଦୋର୍ଯୁଦ୍ଧ Dorj̄uddha

  • ସଂ. ବି ( 6 ଷ୍ଠୀ ତତ୍; ଦୋଃ+ଯୁଦ୍ଧ) — ବାହୁଯୁଦ୍ଧ; କୁସ୍ତାକୁସ୍ତି — Duel
  • ସଂ. ବି ( 6 ଷ୍ଠୀ ତତ୍; ଦୋଃ+ଯୁଦ୍ଧ) — ଧରାପରା; ହସ୍ତାହସ୍ତି — Hand to hand fight