ଦୋର୍ଦ୍ଦଣ୍ଡ Dorddaṇḍa
- ସଂ. ବି. (ରୂପକ କର୍ମଧାରୟ; ଦୋଃ=ବାହୁ+ଦଣ୍ଡ=ଯଷ୍ଟି) — ଭୁଜଦଣ୍ଡ; ଦଣ୍ଡ ପରି ପରାକ୍ରମଯୁକ୍ତ ବାହୁ — Powerful or strong arm (strong and long as a staff); a high hand; a strong hand
- ସଂ. ବି. (ରୂପକ କର୍ମଧାରୟ; ଦୋଃ=ବାହୁ+ଦଣ୍ଡ=ଯଷ୍ଟି) — ବାହୁର ପରାକ୍ରମ — The prowess of a strong arm