ଦୋରେହା Dorehā
- ଦେ (ପଦ୍ଯ) ବିଣ (ସଂ. ଦ୍ରୋହୀ) — ବିଦ୍ରୋହୀ — Rebellious; contumacious
- ଦେ (ପଦ୍ଯ) ବିଣ (ସଂ. ଦ୍ରୋହୀ) — ଯାହା ଦୁଆରେ ନଳ ଥିବ ରହି। ମୋର ଦୋରେହା ତହୁଁ ଆନ ନାହିଁ। ପ୍ରାଚୀ ନଳଚରିତ।
- ଦେ (ପଦ୍ଯ) ବିଣ (ସଂ. ଦ୍ରୋହୀ) — କୃତଘ୍ନ — Ungrateful
- ଦେ (ପଦ୍ଯ) ବିଣ (ସଂ. ଦ୍ରୋହୀ) — ଦୋଷୀ; ଅପରାଧୀ — Guilty; offending
- ବି — ଦ୍ରୋହ — Rebellion
- ବି — ତାରେ ଦୋରେହା କରି କେହି; ବିଧାତା ହେଲେ ରକ୍ଷା ନାହିଁ। ଜଗନ୍ନାଥ ଭାଗବତ।