ଦୋଫାଙ୍କ Dophāṅka
- ଦେ. ବିଣ. (ସଂ: ଦ୍ୱି ଓ ଫା. ଫାଙ୍କ) — ଫାଟି କରି ଦୁଇ ଭାଗ ହୋଇଥିବା — Split into two
- ଦେ. ବିଣ. (ସଂ: ଦ୍ୱି ଓ ଫା. ଫାଙ୍କ) — ଏକ ଗୋଷ୍ଠି ମଧ୍ୟରେ ଦୁଇଦଳ ହୋଇଥିବା — Divided into two fractions
- ଦେ. ବିଣ. (ସଂ: ଦ୍ୱି ଓ ଫା. ଫାଙ୍କ) — ପରସ୍ପର ଅମେଳ ହୋଇଥିବା — Dissenient
- ବି — ଦୁଇ ଜଣଙ୍କ କଥା ବା ଆଖ୍ୟାନ ମଧ୍ୟରେ ପାର୍ଥକ୍ୟ — Difference between the two versions of two persons