ଦୋପରି Dopari

  • ଦେ. ବି ଓ ବିଣ — ଦୋପୁରି (ଦେଖ) — Dopuri (See)
  • ଦେ. ବି ଓ ବିଣ — ଏମନ୍ତ ଶୁଣି ସେ ନୃପମଣି ଦୋପରି ପରେ ଚାହିଁ ତକ୍ଷଣି ନ ଦିଶେ ଗଜ ତୁରଙ୍ଗ ପୁଣିକେ ପାରେ କ୍ଷଣି ଯେ। ବ୍ରଜନାଥ. ସମରତରଙ୍ଗ।