ଦୋନାବୁଡ଼ା ରୀତି Donābuṟḍ̠ā rīti

  • ଦେ. ବି. (ସଂ. ଦ୍ୱି ଓ ନାବ+ରୀତି) — ଉଭୟ ପକ୍ଷକୁ ସମର୍ଥନ କରିବା ରୀତି; ମୃଦଙ୍ଗ ଦୁଇ ପିଠିରେ ହାତ ପକାଇବା ଢଙ୍ଗ — Double dealing; two-faced dealing