ଦୋଧୂୟମାନ Dodhūyamāna

  • ସଂ. ବିଣ. ପୁଂ (ଧୂ ଧାତୁ=କମ୍ପିବା, ପୁନଃ ପୁନଃ ଅର୍ଥରେ ଯଙ୍ ଲୁଗନ୍ତ ଦୋଧୃୟ ଧାତୁ+ କର୍ତ୍ତୃ. ଆନ) — ପୁନଃ ପୁନଃ କମ୍ପମାନ — Quaking or shivering; vibrating