ଦୋକାନ Dokāna

  • ବୈଦେ. ବି. (ଫା. ଦୁକାନ୍) — ପଣ୍ୟଶାଳା — Shop; stall
  • ବୈଦେ. ବି. (ଫା. ଦୁକାନ୍) — କାରଖାନା — Workshop
  • ବୈଦେ. ବି. (ଫା. ଦୁକାନ୍) — ଯେଉଁଠାରେ ପଣ୍ୟଦ୍ରବ୍ୟମାନ ଖୁଚୁରା ବିକ୍ରି ହୁଏ — Retail-shop
  • ବୈଦେ. ବି. (ଫା. ଦୁକାନ୍) — [ଦ୍ର—ଯେଉଁଠାରେ ପଣ୍ୟଦ୍ରବ୍ୟମାନ ବହୁ ପରିମାଣରେ (ଥୋକ୍ରେ) ବିକ୍ରି ହୁଏ ତାକୁ ଗୋଦାମ କହନ୍ତି।]