ଦୋକାନଦାରି Dokānadāri
- ବୈଦେ. ବି. (ଫା. ଦୁକାନ୍ଦାରୀ) — ଦୋକାନିର ବ୍ଯବସାୟ — The profession of shopkeeping; trading
- ବୈଦେ. ବି. (ଫା. ଦୁକାନ୍ଦାରୀ) — ଦୋକାନଦାର ପରି ଦରଦାମରେ ଧିକିମାକି କରିବା — Higgling and haggling
- ବୈଦେ. ବି. (ଫା. ଦୁକାନ୍ଦାରୀ) — ସବୁ ବିଷୟରେ (ଦୋକାନଦାର୍ ପରି) ଲାଭ ପ୍ରତି ଦୃଷ୍ଟି ରଖିବା — An eye to getting a profit in every matter (like a shopkeeper.)
- ବୈଦେ. ବି. (ଫା. ଦୁକାନ୍ଦାରୀ) — ଦ୍ରବ୍ୟସମ୍ଭାର ଲୋକଙ୍କୁ ଦେଖାଇବା ପାଇଁ ମେଲାଇ ରଖିବା — A show; exhibition
- ବିଣ — ଦୋକାନଦାର୍ ସମ୍ବନ୍ଧୀୟ — Relating to a shopkeeper
- ବିଣ — ଦୋକାନଦାରର ଯୋଗ୍ୟ ବା ଉଚିତ (କର୍ମ) — (act) Befitting a shopkeeper