ଦୋଈ ରାଣୀ Doī rāṇī
- ଦେ. ବି — କାହାଣୀରେ ରାଜାଙ୍କର ଦୁଇ ରାଣୀ ମଧ୍ୟରୁ ପ୍ରଥମ ବିବାହିତା ରାଣୀ, ଯେଉଁ ରାଣୀଙ୍କୁ ରାଜା ଦେଖି ପାରନ୍ତି ନାହିଁ ଓ ଏଥିଲାଗି ଯେ ବହୁତ ଦୁଃଖ ଭୋଗ କରନ୍ତି — The title or name of the neglected or disliked first married Ranee of Raja having two Ranees, in the folktales
- ଦେ. ବି — [ଦ୍ର—ପରେ ଯେଉଁ ବିବାହିତା ରାଣୀଙ୍କୁ ରାଜା ଭାରି ଦେଖି ପାରନ୍ତି ଓ ସୁଖ ଦିଅନ୍ତି ତାଙ୍କ ନାମ ସୋଈ ରାଣୀ।]